Bibla në internet

- Reklamat -




ହିତୋପଦେଶ 1:30 - ପବିତ୍ର ବାଇବଲ

30 ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ।

Shih kapitullin Kopjo të gjitha

ପବିତ୍ର ବାଇବଲ (Re-edited) - (BSI)

30 ସେମାନେ ମୋହର କୌଣସି ମନ୍ତ୍ରଣା ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟଜ୍ଞାନ କଲେ।

Shih kapitullin Kopjo të gjitha

ଓଡିଆ ବାଇବେଲ

30 ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ।

Shih kapitullin Kopjo të gjitha

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ।

Shih kapitullin Kopjo të gjitha




ହିତୋପଦେଶ 1:30

Na ndiq:

Reklamat


Reklamat