A Bíblia On-line

- Anúncios -




ଫିଲିପୀୟ 2:29 - ପବିତ୍ର ବାଇବଲ

29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ।

Veja o Capítulo Cópia de

ପବିତ୍ର ବାଇବଲ (Re-edited) - (BSI)

29 ଅତଏବ, ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହିପ୍ରକାର ବ୍ୟକ୍ତିମାନଙ୍କ ସମାଦର କର;

Veja o Capítulo Cópia de

ଓଡିଆ ବାଇବେଲ

29 ଅତଏବ, ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;

Veja o Capítulo Cópia de

ପବିତ୍ର ବାଇବଲ (CL) NT (BSI)

29 ତେଣୁ ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇ ଭାବରେ ତୁମ୍ଭେମାନେ ତାଙ୍କୁ ଆନନ୍ଦରେ ଗ୍ରହଣ କର ଓ ତାଙ୍କ ପରି ସମସ୍ତ ଗୁଣବାନ୍ ବ୍ୟକ୍ତିଙ୍କୁ ଭକ୍ତି କର,

Veja o Capítulo Cópia de

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;

Veja o Capítulo Cópia de




ଫିଲିପୀୟ 2:29

Siga-nos em:

Anúncios


Anúncios