A Bíblia On-line

- Anúncios -




ଫିଲୀମନ 1:7 - ପବିତ୍ର ବାଇବଲ

7 ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା।

Veja o Capítulo Cópia de

ପବିତ୍ର ବାଇବଲ (Re-edited) - (BSI)

7 କାରଣ, ହେ ଭାଇ, ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ଵାରା ଆଶ୍ଵାସ ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।

Veja o Capítulo Cópia de

ଓଡିଆ ବାଇବେଲ

7 କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି ।

Veja o Capítulo Cópia de

ପବିତ୍ର ବାଇବଲ (CL) NT (BSI)

7 ପ୍ରିୟ ଭାଇ, ତୁମର ସ୍ନେହ ମୋତେ ଅଶେଷ ଆନନ୍ଦ ଦେଇଛି ଓ ଉତ୍ସାହିତ ମଧ୍ୟ କରିଛି; କାରଣ ତୁମେ ପ୍ରଭୁଙ୍କ ଲୋକମାନଙ୍କ ହୃଦୟରେ ଆନନ୍ଦ ଭରି ଦେଇଛ।

Veja o Capítulo Cópia de

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।

Veja o Capítulo Cópia de




ଫିଲୀମନ 1:7

Siga-nos em:

Anúncios


Anúncios