ଲୂକ ଲିଖିତ ସୁସମାଚାର 1:5 - ପବିତ୍ର ବାଇବଲ5 ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। Veja o Capítuloପବିତ୍ର ବାଇବଲ (Re-edited) - (BSI)5 ଯିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମକ ଜଣେ ଯାଜକ ଥିଲେ; ତାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାଙ୍କର ନାମ ଏଲୀଶାବେଥ। Veja o Capítuloଓଡିଆ ବାଇବେଲ5 ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ । Veja o Capítuloପବିତ୍ର ବାଇବଲ (CL) NT (BSI)5 “ଯିହୁଦାର ରାଜା ହେରୋଦଙ୍କ ସମୟରେ ଅବୀୟ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ। ତାଙ୍କର ପତ୍ନୀ ଏଲିଶାବେଥ୍ ହାରୋଣ ଯାଜକଙ୍କ ବଂଶଜ ଥିଲେ। Veja o Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ। Veja o Capítulo |