2 ଶାମୁୟେଲ 1:1 - ପବିତ୍ର ବାଇବଲ1 ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳଗ୍କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ। Veja o Capítuloପବିତ୍ର ବାଇବଲ (Re-edited) - (BSI)1 ଶାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟ-ମାନଙ୍କ ବଧକରଣରୁ ଫେରି ଆସିଲେ ଓ ଦାଉଦ ସିକ୍ଲଗ୍ରେ ଦୁଇ ଦିନ ମାତ୍ର ରହିଥିଲେ। Veja o Capítuloଓଡିଆ ବାଇବେଲ1 ଶାଉଲଙ୍କ ମୃତ୍ୟୁୁ ପରେ, ଦାଉଦ ଅମାଲେକୀୟମାନଙ୍କୁ ବଧକରି ଫେରି ସିକ୍ଲଗ୍ ନଗରରେ ଦୁଇ ଦିନ ରହିଲେ। Veja o Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଶାଉଲଙ୍କ ମୃତ୍ୟୁୁ ପରେ, ଦାଉଦ ଅମାଲେକୀୟମାନଙ୍କୁ ବଧ କରି ଫେରି ସିକ୍ଲଗ୍ ନଗରରେ ଦୁଇ ଦିନ ରହିଲେ। Veja o Capítulo |