ପିଲିମନ୍ 1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି । ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି । 2 ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି । 3 ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ । ପିଲିମନର୍ ଆଲାଦ୍ ଆରି ବିସ୍ବାସ୍ 4 ବାଇ ପିଲିମନ୍, ମୁଇ ଜେଡେବେଲେ ମିସା ପାର୍ତନା କର୍ବା ବେଲେ, ତକେ ଏତାଇକରି ପର୍ମେସର୍କେ ଦନିଅବାଦ୍ ଦେଲିନି । 5 କାଇକେବଇଲେ ପର୍ମେସରର୍ ଲକର୍ପାଇ ରଇବା ତମର୍ ଆଲାଦ୍ ଆରି ମାପ୍ରୁ ଜିସୁର୍ଟାନେ ରଇବା ତମର୍ ବିସ୍ବାସ୍ ମୁଇ ସୁନିଆଚି । 6 କିରିସ୍ଟର୍ ସଙ୍ଗ୍ ଆମେ ମିସ୍ଲାର୍ପାଇ ଆମର୍ ଜିବନେ ଜେତ୍କି ସବୁ ଆସିର୍ବାଦ୍ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍ ବୁଜ୍ବାକେ ଆମେ ତମର୍ ସଙ୍ଗ୍ ରଇଲାବେଲେ, ବୁଜିପାର୍ବୁ ବଲି ମୁଇ ଆସା କଲିନି । 7 ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ । ଅନିସିମସ୍ ପାଇ ଗୁଆରି 8 ତେବେ ଏଟାର୍ଲାଗି କିରିସ୍ଟର୍ ପାଇ ଗଟେକ୍ ବାଇ ଇସାବେ ତକେ ତିଆର୍ବାକେ ମର୍ ପୁରାପୁରୁନ୍ ଅଦିକାର୍ ଆଚେ । 9 ମାତର୍ ମୁଇ ତକେ ଆଲାଦ୍ କଲିନି, ସେଟାର୍ଲାଗି ଅବ୍କା ବାବୁଜିଆ କର୍ବି । ମୁଇ ପାଉଲ୍ କିରିସ୍ଟ ଜିସୁର୍ ମୁକିଅ କବର୍ନେଉ ଅଇରଇଲେମିସା, ତାର୍ଲାଗି ଏବେ ମୁଇ ବନ୍ଦିଅଇଆଚି । 10 ଅନିସ୍ମସ୍ ଜେକି କିରିସ୍ଟର୍ ଲାଗି ମର୍ ନିଜର୍ ପଅ ପାରା ଅଇଗାଲା ଆଚେ । ତାର୍ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍ ଆତ୍ମା ଇସାବେ ରଇବା ବାବା ପାରା ଅଇଆଚି । 11 ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା । 12 ମୁଇ ଏବେ ତାକେ ତର୍ ଲଗେ ପାଟାଇଲିନି । ମର୍ ଜିବନେ କାନ୍ଦି କାନ୍ଦି ଆଚି । 13 ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା । 14 ମାତର୍ ତୁଇ ମକେ ସାଇଜ କର୍ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍କରି କଲେ, ମୁଇ ମନ୍ କର୍ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି । 15 ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା । 16 ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି । 17 ତେବର୍ପାଇ ତୁଇ ମକେ ଜଦି ସଙ୍ଗର୍କାମ୍କରୁ ଇସାବେ ଦେକ୍ଲୁସ୍ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍, ସେନ୍ତାରିସେ ତାକେ ମିସା ଡାକିନେ । 18 ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ । 19 ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ । 20 ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ । 21 ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ । 22 ଏଟାଚାଡି ମର୍ପାଇ ଗଟେକ୍ ବାକ୍ରା ସାଜାଡି ର । କାଇକେବଇଲେ, ତୁଇ ପାର୍ତନା କଲା ଇସାବେ ମୁଇ ତର୍ଲଗେ ଦାପ୍ରେ କେଟିପାର୍ବି । ଜୁଆର୍ବେଟ୍ 23 ଏପାପ୍ରା ଜେକି କିରିସ୍ଟର୍ ଲାଗି ମର୍ସଙ୍ଗ୍ ବନ୍ଦିଅଇଆଚେ, ସେ ତାର୍ ଜୁଆର୍ ଜାନାଇଲାନି । 24 ସେନ୍ତାରିସେ, ମର୍ ସଙ୍ଗର୍ କାମ୍ କରୁମନ୍ ମାର୍କ, ଆରିସ୍ତାକସ୍, ଦିମା ଆରି ଲୁକ୍ ମିସା । 25 ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020