ମାତିଉ 2 - ସତିଅର୍ ବାଟ୍ ନୁଆ ନିୟମ୍ 2020ପୁରୁବ୍ ଦେସର୍ ପଣ୍ଡିତ୍ମନ୍ ଆଇବାଟା 1 ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ, 2 “ଜନ୍ ପିଲା ଜିଉଦିମନର୍ ରାଜା ଅଇବାକେ ଜନମ୍ ଅଇଲାଆଚେ, ସେ କନ୍ତି ଆଚେ ? କାଇକେବଇଲେ ଆମେ ପୁରୁବ୍ ଦେସେ ତାର୍ ତାରା ଦେକି ତାକେ ପୁଜା କର୍ବାର୍ ଆସିଆଚୁ ।” 3 ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ । 4 ଆରି ଏରଦ୍ ସବୁ ମୁକିଅ ପୁଜାରିମନ୍କେ ଆରି ସାସ୍ତର୍ ସିକାଉମନ୍କେ ଡାକାଇ କରି, “ମସିଅ ଜେ କି କିରିସ୍ଟ କନ୍ ଜାଗାଇ ଜନମ୍ ଅଇଆଚେ ?” ସେଟା ସେମନର୍ତେଇ ଅନି ବୁଜ୍ବାକେ ଚେସ୍ଟା କଲା । 5 ପଣ୍ଡିତ୍ମନ୍ ଏରଦ୍ ରାଜାକେ କଇଲାଇ, ଜିଉଦା ରାଇଜର୍ ବେତ୍ଲିଇମ୍ ଗଡେ, ଜନ୍ଟାକି ଗଟେକ୍ ବବିସତ୍ବକ୍ତା ଏନ୍ତାରି ଲେକିଆଚେ । 6 ଏ ଜିଉଦା ଦେସର୍ ବେତ୍ଲିଇମ୍, ତୁଇ ଜିଉଦା ରାଇଜର୍ ମୁକିଅ ଗଡ୍ମନର୍ତେଇ ଅନି ସାନ୍ ନଉଁସ୍, କାଇକେବଇଲେ ମର୍ ଇସ୍ରାଏଲର୍ ଲକ୍ମନ୍କେ ବାଟ୍ ଦେକାଇସି, ଏନ୍ତାରି ଗଟେକ୍ ସାସନ୍କାରିଆ ତର୍ତେଇଅନି ଉବଜ୍ସି । 7 ଏଟା ସୁନି କରି ଏରଦ୍ ରାଜା ସେ ପଣ୍ଡିତ୍ମନ୍କେ ଲୁଚ୍ତେ ଡାକାଇ, ତାରା କନ୍ ବେଲାଇ ଉଦିରଇଲା, ସେମନର୍ତେଇ ଅନି ଟିକ୍ ସଙ୍ଗ୍ ବୁଜିନେଲା । 8 ତାର୍ପଚେ ସେମନ୍କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍ଲିଇମେ ସେ ପିଲାକେ ନିମାନ୍ କରି କଜିଦେକା, ଆରି ପିଲା ମିଲ୍ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍ସନ୍ କର୍ବି ।” 9 ପଣ୍ଡିତ୍ମନ୍ ରାଜାର୍ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍ ପୁରୁବ୍ ଦେସେ ଜନ୍ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍ ଡିସ୍ଲା । 10 ସେମନ୍ ତାରା ଦେକି ବେସି ସାର୍ଦା ଅଇଗାଲାଇ । ତାରା ସେମନର୍ ଆଗେ ଜାଇକରି ଜିସୁ ରଇଲା ଜାଗାର୍ ଉପ୍ରେ ଅଟ୍କିଗାଲା । 11 ପଣ୍ଡିତ୍ମନ୍ ସେ ଗର୍ ବିତ୍ରେ ପୁରି ପିଲାକେ ତାର୍ ମା ମରିୟମ୍ ସଙ୍ଗ୍ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍ରସ୍ ବେଟି, ପିଲାକେ ଦେଲାଇ । 12 ପଚେ ସେମନ୍ ଏରଦର୍ ଲଗେ ଆରିତରେକ୍ ନ ଜାଇକରି ବିନ୍ ବାଟେ ନିଜର୍ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍ ଟାନେ ଆରିତରେକ୍ ବାଉଡି ନ ଜିବାକେ ପର୍ମେସର୍ ସେମନ୍କେ ସପ୍ନେ ଆଦେସ୍ ଦେଇରଇଲା । ମିସର୍ ଦେସେ ଜିବାଟା 13 ପଣ୍ଡିତ୍ମନ୍ ଗାଲାପଚେ, ପର୍ମେସରର୍ ଗଟେକ୍ ଦୁତ୍ ଜସେପ୍କେ ସପ୍ନେ ଦର୍ସନ୍ ଦେଇ କଇଲା, “ଉଟ୍, ପିଲାକେ ଆରି ତାକର୍ ଆୟାକେ ଦାରି ମିସର୍ ଦେସେ ଦାପ୍ରେ ଉଟିଜା । ଏରଦ୍ ପିଲାକେ ମରାଇବାକେ କଜିବୁଲ୍ସି । ମୁଇ ସେ ଜାଗା ଚାଡା ବଲି ନ କଇବା ଜାକ ତେଇସେ ରୁଆ ।” 14 ଏ କାତା ସୁନି ଜସେପ୍ ସେ ରାତି, ପିଲାକେ ଆରି ତାର୍ ମାକେ ଦାରି ମିସର୍ ଦେସେ ଉଟିଗାଲା । 15 ଏରଦ୍ ରାଜା ମର୍ବା ଜାକ ମିସର୍ ଦେସେସେ ରଇଲାଇ, ଜେନ୍ତାର୍ କି ବବିସତ୍ବକ୍ତା କଇରଇଲା ମାପ୍ରୁର୍ ବାକିଅ ସିଦ୍ ଅଇଲା, ମର୍ ପିଲାକେ ମୁଇ ମିସର୍ ଦେସେଅନି ଡାକି ଆନ୍ଲି । ପିଲାମନ୍କେ ମରାଇବାଟା 16 ପୁରୁବ୍ ଦେସେଅନି ଆସିରଇଲା ପଣ୍ଡିତ୍ମନ୍ ତାକେ ନାଡାଇ କରି ଉଟିଗାଲାଇ ଆଚତ୍ ବଲି ଜାନି, ଏରଦ୍ ବେସି ରିସା ଅଇଗାଲା । ବେତ୍ଲିଇମ୍ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍ ଅନି ତଲେ ରଇଲା ସବୁ ପିଲାମନ୍କେ ମରାଇବାକେ ଆଦେସ୍ ଦେଲା । ପଣ୍ଡିତ୍ମନର୍ ଟାନେଅନି ତାରା ଡିସ୍ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍ ବରସ୍ ଟିକ୍ କରିରଇଲା । 17 ଏନ୍ତି ଅଇଲାଜେ ଜିରିମିୟ ବବିସତ୍ବକ୍ତା କଇଲା ଏ ବାକିଅ ପୁରାପୁରୁନ୍ ଅଇଲା । ସେ ଏନ୍ତି କଇରଇଲା, 18 ରାମା ନାଉଁର୍ ସଅରେ ମାର୍ଚପ୍ ଅଇ କାନ୍ଦ୍ବାଟା ସୁନି ଅଇଲାନି, ରାଏଲ୍ ତାର୍ ପିଲାମନର୍ ପାଇ କାନ୍ଦ୍ଲାନି । ତାକେ ଜେତେକ୍ ବୁଜାଇଲେ ମିସା ବୁଜେନାଇ । କାଇକେବଇଲେ ତାର୍ ପିଲାମନ୍ ସବୁ ମରିଜାଇରଇଲାଇ । ମିସର୍ ଦେସେଅନି ବାଅଡ୍ବାଟା 19 ଏରଦ୍ ମଲାପଚେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ମିସର୍ ଦେସେ ଜସେପ୍କେ ଦର୍ସନ୍ ଦେଇ କଇଲା, 20 “ଉଟ୍ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍ରାଏଲ୍ ଦେସେ ଦାରିଜା । କାଇକେବଇଲେ ଜନ୍ ଲକ୍ମନ୍ କି ପିଲାର୍ ଜିବନ୍ ନେବାକେ ଚେସ୍ଟା କର୍ତେରଇଲାଇ, ସେମନ୍ ମରିଗାଲାଇ ଆଚତ୍ ।” 21 ଜସେପ୍ ଏ କାତା ସୁନି ଜିସୁ ଆରି ତାର୍ ମାଆ ମରିୟମ୍ ସଙ୍ଗ୍ ବାରଇକରି ଇସ୍ରାଏଲ୍ ଦେସେ ବାଉଡି ଆଇଲାଇ । 22 ମାତର୍ ଜସେପ୍, ଏରଦର୍ ପଚେ ତାର୍ ପଅ ଆର୍କିଲାୟ ଜିଉଦା ରାଇଜର୍ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍ଲା । 23 ମାତର୍ ଆରିଗଟେକ୍ ବିନ୍ ସପନ୍ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍ ନାଉଁର୍ ଗଡେ ବାସା ଅଇ ରଇଲା । ଜେନ୍ତାର୍ କି ବବିସତ୍ବକ୍ତା କଇଲା ଏ ବାକିଅ ସିଦ୍ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍ପୁଟା ଅଇସି ।” |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020