ତିତସ୍ 3:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା । အခန်းကိုကြည့်ပါ။ |
ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।