4 ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ ।
ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
ସେନ୍ତି ବଇଲେ ତା, ତମେ ପରମେସରର୍ ବେସି ଜିବନ୍ ଦୁକାଇଲାଟା, ଉଦାର୍ କର୍ବାଟା ଆରି ମୁରଚ୍ବାଟାକେ ନାମାସ୍ ନାଇ । ତମେ ସତଇସେ ଜାନିଆଚାସ୍ ଜେ, ତମର୍ ମନେ କାରାପ୍ କାମ୍ ଅଇଲାଟା ମାନିଅଇବାକେ ପରମେସର୍ ଏଡେକ୍ ଦୟା କଲାଆଚେ ।
ମୁଇ ପାଉଲ୍ ଜିସୁକିରିସ୍ଟର୍ ଗଟେକ୍ ପେରିତ୍, ଏ ଚିଟି ଲେକ୍ଲିନି । ଆମର୍ ମୁକ୍ତିକାରିଆ ପର୍ମେସର୍ ଆରି ଆମେ ଆସା କରିରଇବା କିରିସ୍ଟ ଜିସୁର୍ ଆଦେସ୍ ଇସାବେ ବାଚିଅଇଆଚି ।
ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କରାଇସି ।
ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ ।
ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା ।
ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ ।
କାଇକେବଇଲେ, ସେ ଜଦି ସେନ୍ତାରି କର୍ତା ଏ ଜଗତ୍ ତିଆର୍ ଅଇଲା ଦିନେଅନି ସେ ବେସି ତର୍ ଦୁକ୍ପାଇବାକେ ଅଇତା । ମାତର୍ ସେ ଏ ସାରାସାରି ଦିନ୍ ମନ୍କେ ତରେକ୍ସେ ଏ ଜଗତେ ଆଇଲା ଆରି ନିଜ୍କେ ସର୍ପିଦେଇକରି ସବୁ ପାପ୍ ଦାରିଗାଲା ।
ସାସ୍ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।”