11 ଏନ୍ତାରି ଲକ୍ ସତ୍ ବିସଇତେଇଅନି ମନ୍ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍ । ତାର୍ ପାପର୍ଲାଗି ସେ ପର୍ମେସରର୍ ମୁଆଟେ ଦସ୍ କରିଆଚେ ବଲି ଲକ୍ମନ୍ ନିକସଙ୍ଗ୍ ଜାନ୍ବାଇ ।
ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍ଡା, ତର୍ କାତା ଇସାବେ ଆକା ତକେ ବିଚାର୍ କର୍ବି । ମୁଇ ଲକ୍ମନ୍ ଜନ୍ଟା ଦେଇ ନ ରଇ ସେଟା ମାଗିନେବି, ଆରି ଜନ୍ତେଇ ବୁନି ନ ରଇ ତେଇଅନି କାଟ୍ବି, ସେଟା ଜାନିରଇଲୁସ୍ ।
ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।
କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି ।
ଆମେ ସୁନ୍ଲୁନି ଜେ, ଆମର୍ ଦଲେଅନି କେତେ ଲକ୍ ତମର୍ଟାନେ ଆସି, ଜାଇଜାଇଟା ସିକାଇଆଚତ୍, ତେଇଅନି ସେମନ୍ ତମ୍କେ କଚପଚ ଆରି ତେରେପେତେ କଲାଇଆଚତ୍ । ମାତର୍ ଆମେ ସେମନ୍କେ ସେନ୍ତାରି କର୍ବାକେ, କାଇମିସା ଆଦେସ୍ ଦେଉନାଇ ।
ସନିଅମନର୍ ମୁକିଅ ପେଲିକ୍ସ୍କେ ଏନ୍ତି ଗଟେକ୍ ଚିଟି ଲେକ୍ଲା,
ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
ପଦେକ୍ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍ବା ଲକ୍ମନ୍କେ ନସ୍ଟକରି ଦେଇସି । ଏନ୍ତାରି କଇ ପର୍ମେସରର୍ ମୁଆଟେ ଲକ୍ମନ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେସ୍ ।
ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି ।
ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
କିରିସ୍ଟର୍ ବିସଇତେଇ ରଇବା ସତ୍, ଆମେ ଜାନିକରି ପାପ୍କରି ଲାଗିରଇଲେ, ଆମର୍ ପାପ୍ ଦାରିନେବାକେ ଆରି କାଇ ବଲି ନାଇ ।