ତିତସ୍ 2:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ । အခန်းကိုကြည့်ပါ။ |
ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।