ତିତସ୍ 2:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ତେବର୍ପାଇ ତିତସ୍, ତୁଇ କିରତେ ରଇବା ବିସ୍ବାସିମନ୍କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍ । ଏ ସବୁ ବିସଇ କର୍ବାକେ ସାର୍ଦା କରା ଆରି ନ କଲେ ସେମନ୍କେ ଜାଗ୍ରତ୍ କରା । ସେନ୍ତାରି କର୍ବାକେ ତର୍ ଅଦିକାର୍ ଆଚେ । ତୁଇ ସିକାଇଲା ବିସଇମନ୍ କେ ମିସା ନିଚ୍ ଇସାବେ ନ ନାମତ୍ । အခန်းကိုကြည့်ပါ။ |
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !