ତିତସ୍ 2:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ସାଉକାରର୍ କାଇ ଜିନିସ୍ ନ ଚରାଇକରି ସବୁବେଲେ ଦରମ୍ ଚଲାଚଲ୍ତି କର । ସେମନ୍କେ ସାଉକାର୍ ବିସ୍ବାସ୍ କର୍ବାର୍ ଆଚେ । ତାକର୍ ନିକ ଚଲାଚଲ୍ତି କର୍ବାଟା ଦେକି ଆମ୍କେ ମୁକ୍ତି ଦେବା ପରମେସରର୍ କବର୍ ସୁନ୍ବାକେ ଲକ୍ମନ୍ ମନ୍ କର୍ବାଇ । အခန်းကိုကြည့်ပါ။ |
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।