ତିତସ୍ 1:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ । အခန်းကိုကြည့်ပါ။ |
ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ,