ତିତସ୍ 1:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ । အခန်းကိုကြည့်ပါ။ |
ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା ।