14 ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ, କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।
ସେମନ୍ ଲକ୍ମନ୍ କଲା ନିୟମ୍ ମାପ୍ରୁର୍ ନିୟମ୍ ବଲି ସିକାଇବାଇ ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି ? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି ?
ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
ସତ୍ ବିସଇ ଦିଆନ୍ ନ ଦେଇକରି କାତାନିମନ୍ ସୁନ୍ବାକେ ମନ୍ କର୍ବାଇ ।
ଏନ୍ତାରି ଲକ୍ ସତ୍ ବିସଇତେଇଅନି ମନ୍ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍ । ତାର୍ ପାପର୍ଲାଗି ସେ ପର୍ମେସରର୍ ମୁଆଟେ ଦସ୍ କରିଆଚେ ବଲି ଲକ୍ମନ୍ ନିକସଙ୍ଗ୍ ଜାନ୍ବାଇ ।
ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ ?
ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।