ତିତସ୍ 1:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ । အခန်းကိုကြည့်ပါ။ |
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”