31 ମାତର୍ ଇସ୍ରାଏଲର୍ ଲକ୍ମନ୍ ନିୟମ୍ ଆନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାକେ ବେସି ଚେସ୍ଟା କଲାଇ, ମାତର୍ ନାପାର୍ଲାଇ ।
ଜିସାଇଅ ଆରି ମିସା ଡାଟ୍ସଙ୍ଗ୍ କଇଲା ଆଚେ, “ଜନ୍ ଲକ୍ମନ୍ ମକେ ନ କଜ୍ତେରଇଲାଇ, ସେମନ୍ ମକେ ବେଟ୍ ପାଇଲାଇ, ଜନ୍ ଲକ୍ମନ୍ ମର୍ ବିସଇ ନ ପାଚାର୍ତେ ରଇଲାଇ, ମୁଇ ନିଜେ ସେମନ୍କେ ଦେକାଇଅଇଲି ।”
ତେବେ କାଇଟା ଅଇଲା ? ଇସ୍ରାଏଲର୍ ଲକ୍ମନ୍ ନିଜେ ଦରମ୍ ବଲାଇଅଇବାକେ ଗଟେକ୍ ବାଟ୍ କଜ୍ଲାଇ । ମାତର୍ ତେଇଅନି ଗଟେକ୍ ସାନ୍ ଦଲ୍କେସେ ପର୍ମେସର୍ ବାଚିରଇଲା । ଆରି ବାକିଲକ୍ମନ୍ କେ ମିସା ସେ ଡାକ୍ଲାକେ ସୁନତ୍ ନାଇ ।
ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି ? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି ? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
ନିୟମ୍ କାଇ ପରମେସରର୍ ସପତ୍ ବିରଦ୍ କଲାନି କି ? ନାଇ କେବେ ନାଇ ! କାଇକେବଇଲେ ଲକ୍କେ ଜିବନ୍ ଦେଲାପାରା ଗଟେକ୍ ନିୟମ୍ କରା ଅଇତା, ତେବେ ସେଟା ମାନ୍ଲେସରି ସେ ପରମେସରର୍ ମୁଆଟେ ଦସ୍ ନ କଲାଲକ୍ ବଲାଇ ଅଇତା ।
ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।