25 ଏ ବିସଇନେଇ ଅସେୟ ବଇତେଇ ପରମେସର୍ କଇଆଚେ, “ଜନ୍ ଲକ୍ମନ୍ ଆମର୍ ଲକ୍ ନ ରଇଲାଇ, ସେମନ୍କେ ମୁଇ ଏବେ ନିଜର୍ ଲକ୍ ଇସାବେ ଡାକ୍ବି । ଜନ୍ ଜାତିକେ ମୁଇ ଆଲାଦ୍ କରି ନ ରଇଲି, ତାକେ ‘ଆମର୍ ନିଜର୍’ ବଲି ଡାକ୍ବି ।”
କାଇକେବଇଲେ ବାବା ତମ୍କେ ଆଲାଦ୍ କଲାନି, ସେ ତମ୍କେ ଆଲାଦ୍ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍ କରି ଆଚାସ୍, ଆରି ମୁଇ ପର୍ମେସରର୍ ତେଇଅନି ଆଇଲି ଆଚି ବଲି ବିସ୍ବାସ୍ କରିଆଚାସ୍ ।
ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।