19 ତମର୍ ବିତ୍ରେଅନି କେ ଆଲେ ମକେ କଇବାଇ, “ସେନ୍ତାର୍ଆଲେ, ପରମେସର୍ କାଇକେ ଲକ୍ମନ୍କେ ଦସି କଲାନି ? ପରମେସର୍ ମନ୍ କଲାଟା ବାଦ୍ଲାଇବା ଲକ୍ କେ ମିସା ଆଚତ୍ କି ?”
“ମର୍ ବିସଇ ପର୍ମେସରର୍ ସାସ୍ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍ସେ, ମାତର୍ ଜାର୍ଟାନେଅନି ନର୍ପିଲା ମୁଇ ସତ୍ରୁମନର୍ ଆତେ ଦାରାଇଅଇବି, ସେ ବେସି ବଡ୍ ଡଣ୍ଡ୍ ପାଇବାଲକ୍ ଆରି ସେ ଜନମ୍ ନ ଅଇରଇଲେ ନିକ ଅଇତା ।”
ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ ।
“ଉଁ ତମେ କଇପାରାସ୍, ଜିଉଦି ନ ଅଇଲା ଲକ୍ମନ୍ ଆମେସେ ବଡ୍ । କାଇକେବଇଲେ ଆମ୍କେ ଜଡ୍ବାକେ କେନ୍ଦାମନ୍ ବାଙ୍ଗାଇଲାଇ ।”
ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି ?
କେତେଲକ୍ ପାଚାର୍ବାଇ, “ମଲା ଲକ୍ମନ୍କେ କେ ଜିବନ୍ ଦେଇ ଉଟାଇସି ? ଆରି ସେମନର୍ ଗାଗଡ୍ କେନ୍ତାର୍ ରଇସି ?” ଜେ ଏନ୍ତାରି ପର୍ସନ୍ ପାଚାର୍ସି, ସେ ବକୁଆଟା ।
କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
ମାତର୍ କେ ଆଲେ ମକେ କଇସି, ଗଟେକ୍ ଲକର୍ ବିସ୍ବାସ୍ ଆଚେ ଆରି ଗଟେକ୍ ଲକର୍ ନିକ କାମ୍ ଆଚେ, ମୁଇ ତାକେ କଇବି ନିକ କାମ୍ ଚାଡି, ଗଟେକ୍ ଲକ୍କେ କେନ୍ତି ବିସ୍ବାସ୍ ଅଇସି ? । ଅବ୍କା ବିସ୍ବାସ୍ କର୍ତେରଇବା ଲକ୍ ରଇଲେ ମକେ ଦେକାଆ । ମର୍ କର୍ବା ନିକ କାମ୍ ସଙ୍ଗ୍ ମର୍ ବିସ୍ବାସ୍ ମୁଇ ଦେକାଇବି ।