13 ସାସ୍ତରର୍ ବାକିଅ ଇସାବେ “ଜାକୁବ୍କେ ମୁଇ ଆଲାଦ୍ କଲି, ମାତର୍ ଏସକେ ନାଇ ।”
“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
“ଗର୍ ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ନଏଁ ବଲି ଚାଡ୍ଲାଇ, ସେ ପାକ୍ନା ମୁକିଆ ପାକ୍ନା ଅଇଲା ବଲିକରି ତମେ ପର୍ମେସରର୍ ବଇତେଇ ପଡାସ୍ ନାଇ କି ?”
“ଜେ ମର୍ ଲଗେ ଆସିକରି ନିଜର୍ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍କେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ ।
ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।