ରମିୟ 8:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ ଜିଉନା କାଉନା କର୍ତେରଇବାଇ, ସେମନ୍ ନିଜର୍ ଗାଗଡର୍ ମନ୍ କର୍ବାଟା ଚିନ୍ତା କର୍ତେରଇବାଇ । ମାତର୍ ଜନ୍ ଲକ୍ମନ୍ ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ କାମ୍କର୍ବାଇ, ସେମନ୍ ସୁକଲ୍ଆତ୍ମା ଜନ୍ ବିସଇ କର୍ବାକେ ମନ୍ କରାଇସି, ସେଟା କର୍ବାଇ । အခန်းကိုကြည့်ပါ။ |
ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ ।