ରମିୟ 8:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ମାତର୍ ତମର୍ ବିତ୍ରେ କିରିସ୍ଟ ବାସାଅଇ ରଇସି ବଇଲେ, ତମର୍ ଗାଗଡ୍ ପାପେ ନସ୍ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍ଆତ୍ମା ତମ୍କେ ଜିବନ୍ ଦାନ୍ ଦେଇସି । କାଇକେ ବଇଲେ ତମେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ଆଚାସ୍ । အခန်းကိုကြည့်ပါ။ |
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”