ରମିୟ 7:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ଏ ମର୍ ବାଇବଇନିମନ୍, ତମେ ମିସା ସମାନ୍ ସେନ୍ତାରିସେ । ନିୟମ୍ ଇସାବେ କିରିସ୍ଟର୍ ଗାଗ୍ଡେ ମିସ୍ଲାର୍ପାଇ ତମେମିସା ମରିଆଚାସ୍ । ଏବେ ତମେ ତାର୍ଟା । ପର୍ମେସର୍ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍ ସେବାକାମେ ଆମେ ମିସା ମିସ୍ବୁ । အခန်းကိုကြည့်ပါ။ |