17 ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।
ମର୍ ଗାଗଡର୍ କାରାପ୍ ମନ୍ କର୍ବାଟାନେଅନି କାଇମିସା ନିମାନ୍ ବିସଇ ନ ଆସେ ବଲି ମୁଇ ଜାନ୍ଲିନି । କାଇକେବଇଲେ ନିକ କାମ୍ କର୍ବାକେ ମନ୍ ରଇଲେ ମିସା ସେଟା କରି ନାପାର୍ଲିନି ।
ଜଦି ମୁଇ ମନ୍ ନ କର୍ବାଟା କରିଲାଗି ଆଚି, ସେନ୍ତାର୍ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍ ବିତ୍ରେ ରଇଲା ପାପ୍ସେ ସେଟା କଲାନି ।
ମାତର୍ ମର୍ ମନ୍ କଲା ବିରଦେ ମର୍ ଗାଗଡ୍ ତେବାଇବା ବିଦି ସବୁବେଲେ ଜୁଇଦ୍ କଲାନି । ମର୍ ଗାଗ୍ଡେ କାମ୍କର୍ତେ ରଇବା ସବୁ ପାପ୍ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।