12 ନିୟମ୍ ପର୍ମେସରର୍ଟାନେଅନି ଆଇଲାକେ ସୁକଲ୍ ଆଚେ । ତାର୍ ଆଦେସ୍ ସବୁ ସୁକଲ୍, ଟିକ୍ ଆରି ବେସି ନିକ ।
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା ।
ଏଟାର୍ ଅରତ୍ କାଇଟା, ଏନ୍ତାରି ବିସ୍ବାସ୍ କରି ନିୟମ୍ ନସାଇଦେଉଁ କି ? ନାଇ, ଆମେ ଜଦି ଜିସୁକିରିସ୍ଟକେ ବିସ୍ବାସ୍ କର୍ବୁ ବଇଲେ, ନିୟମ୍କେ ମିସା ଡାଟ୍ କର୍ବୁ ।
ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି ।
ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି ।
ପର୍ମେସରର୍ ନିୟମ୍ଟାନେ କାଇ ଅନିଆଇ ନାଇ । ମାତର୍ ଲକ୍ମନ୍ ସେଟା ଟିକ୍ ସଙ୍ଗ୍ ସିକାଇବାର୍ ଆଚେ ।