9 ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ ।
ଆଦମର୍ ବେଲାଇଅନି ମସାର୍ ବେଲା ଜାକ, କେ ଆଦମର୍ ପାରା କାତା ନ ମାନି, ସେ କରି ରଇବା ପାପ୍ ପାରା ନ କରିରଇଲେ ମିସା, ସବୁ ଲକ୍ ମଲାଇ । ଜେ ଆଇବାର୍ ରଇଲା, ସେ ଆଦମର୍ ଗଟେକ୍ ରୁପ୍ ।
ସେ ଜନ୍ ମରନ୍ ପାଇଲା, ତାର୍ଲାଗି ପାପର୍ ବପୁତେଇଅନି ଏକାତରେକ୍ ଆମ୍କେ ମୁକ୍ଲାଇଲା । ସେ ଏବେ ଜନ୍ ଜିବନେ ଜିଇଲାନି, ସେଟା ପରମେସର୍ ସଙ୍ଗ୍ ମିସିକରି ରଇଲା ଜିବନ୍ ।
କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
ସେଟାର୍ପାଇ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
ଆରି ସେ ମୁନୁସ୍ମନର୍ ନିୟମ୍ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍ କେବେ ନ ସାର୍ବା ଗଟେକ୍ ବପୁର୍ ଜିବନ୍ ଲାଗି କଲାଆଚେ । ମଲ୍କିସେଦକର୍ ପାରା ଗଟେକ୍ ବିନ୍ ପୁଜାରି ବାରଇଲା ।
ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ ।