ରମିୟ 6:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ । အခန်းကိုကြည့်ပါ။ |
ଏ ଜଗତେ ଆମେ ବଁଚି ରଇଲାବେଲେ, ଇତିର୍ ଗାଗଡ୍ ନେଇକରି ଜେତ୍କି ଦୁକ୍ କସ୍ଟ ପାଇବାର୍ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍ ଏ ଗାଗଡ୍ ଚାଡ୍ବାକେ ଆମେ ମନ୍ କରୁ ନାଇ । ସର୍ଗେ ଅନି ଆଇବା ନୁଆ ଗାଗଡ୍ ଆମ୍କେ ମିଲ ବଲି ମନ୍ କଲୁନି । ସେନ୍ତାର୍ଆଲେ ମରନ୍କେ ସର୍ପି ଦେଇରଇବା ଏ ଗାଗଡର୍ ବାଦୁଲେ ସବୁଦିନର୍ ପାଇ ଜିବନ୍ ରଇବା ଗଟେକ୍ ଗାଗଡ୍ ମିଲାଇବୁ ।
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।