19 ଗଟେକ୍ ଲକ୍ ଆଦେସ୍ ନ ମାନ୍ଲାର୍ ପାଇ ଜେନ୍ତିକି ସବୁ ଲକ୍ ପାପି ଅଇଲାଇ, ସେନ୍ତି ଗଟେକ୍ ଲକ୍ ଆଦେସ୍ ମାନ୍ଲେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାଇ ।
ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ ।
ପର୍ତମେ ଗଟେକ୍ ଲକ୍ସେ ପାପ୍ କରିରଇଲା । ଆରି ପାପର୍ ଲାଗି ମରନ୍ ଆଇଲା । ସବୁ ଲକ୍ ପାପ୍ କଲାର୍ ପାଇ ମରନ୍ ସବୁ ମୁନୁସ୍ ଜାତିକେ ଡାବିଅଇଲା ।
ମାତର୍ ପରମେସରର୍ ଇସାବ୍ ନଇଲା ଦାନ୍ ଆରି ଆଦମର୍ ପାପ୍ ବିତ୍ରେ କେତେକ୍ କେତେକ୍ ଦୁର୍ ଆଚେ । ଗଟେକ୍ ଲକର୍ ପାପର୍ ପାଇ ବେସି ଲକର୍ ମରନ୍ ଅଇଲା । ମାତର୍ ପରମେସର୍ ତାର୍ ଜିବନ୍ଦୁକାଇଲାକେ, ଲକ୍ମନର୍ ପାଇ ଆରି ଗଟେକ୍ ଲକ୍କେ ଇନାମେ ଦେଲା । ସେ ବଡ୍ ଇନାମ୍ ଜିସୁ କିରିସ୍ଟର୍ ଜିବନ୍ ଦୁକାଇଲାକେ ପୁରାପୁରୁନ୍ ଅଇଲା ।
ଗଟେକ୍ ଲକର୍ ପାପ୍ ଜେନ୍ତି ଗୁଲାଇ ଲକ୍କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍ ଲକର୍ ଦରମ୍ ଗୁଲାଇ ଲକର୍ପାଇ ମୁକ୍ତି ଆରି ନ ସାର୍ବା ଜିବନ୍ ଆନିଦେଲାଆଚେ ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।