ରମିୟ 5:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ମାତର୍ ପରମେସରର୍ ଇସାବ୍ ନଇଲା ଦାନ୍ ଆରି ଆଦମର୍ ପାପ୍ ବିତ୍ରେ କେତେକ୍ କେତେକ୍ ଦୁର୍ ଆଚେ । ଗଟେକ୍ ଲକର୍ ପାପର୍ ପାଇ ବେସି ଲକର୍ ମରନ୍ ଅଇଲା । ମାତର୍ ପରମେସର୍ ତାର୍ ଜିବନ୍ଦୁକାଇଲାକେ, ଲକ୍ମନର୍ ପାଇ ଆରି ଗଟେକ୍ ଲକ୍କେ ଇନାମେ ଦେଲା । ସେ ବଡ୍ ଇନାମ୍ ଜିସୁ କିରିସ୍ଟର୍ ଜିବନ୍ ଦୁକାଇଲାକେ ପୁରାପୁରୁନ୍ ଅଇଲା । အခန်းကိုကြည့်ပါ။ |