13 ନିୟମ୍ ମିଲ୍ବା ଆଗ୍ତୁ ଲକ୍ମନ୍ ପାପ୍ କର୍ତେରଇଲାଇ । ମାତର୍ ନିୟମ୍ ନ ରଇବାଟାନେ ପାପର୍ ଇସାବ୍ ନ ଅଇତେରଇଲା ।
ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
ନିୟମ୍ ନ ମାନ୍ଲାର୍ପାଇ ଲକ୍ମନ୍ ପରମେସରର୍ ବଡ୍ ରିସାଇ ପଡ୍ବାଇ । ମାତର୍ ଜନ୍ତି ନିୟମ୍ ନାଇ, ତେଇ ନିୟମ୍ ନ ମାନ୍ବା କାତା ଉଟେ ନାଇ ।
ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି ।
ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।
ଜେ ପାପ୍ କର୍ସି, ସେ ପର୍ମେସରର୍ ନିୟମ୍ ବିରୁଦେ ଗାଲାନି । କାଇକେବଇଲେ ନିୟମ୍ ନ ମାନ୍ବାଟା ଆକା ପାପ୍ ।