7 ଜାର୍ ଦସ୍ ଦଇଅଇଲା ଆଚେ ସେ କେଡେ କରମର୍ ଲକ୍ । ଜେ ପାପ୍କେମା ପାଇଲାଆଚେ ସେ କେଡେ କରମର୍ ଲକ୍ ।
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
ଜନ୍ ଲକର୍ ରିତିନିତି ନ ଦେକି ପରମେସର୍ ତାକେ ଦରମ୍ଲକ୍ ବଲି ଡାକ୍ସି, ସେନ୍ତାରି ଲକର୍ ବିସଇନେଇ ଦାଉଦ୍ କଇଆଚେ,