4 ଜେ କାମ୍ କର୍ସି ସେ ବୁତି ପାଇସି ଆକା । କାର୍ଟାନେଅନି ଦାନ୍ ଇସାବେ ନ ପାଏ ।
ତାକେ କାଇଟା ଉନା ନାଇ । ସେ ଆମର୍ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
ପରମେସର୍ ସେମନ୍କେ ତାର୍ ନିଜର୍ ଜିବନ୍ ଦୁକାଇକରି ବାଚ୍ଲା ଆଚେ । ସେମନ୍ କରି ରଇବା ନିକ କାମର୍ ଲାଗି ନାଇ । ଜଦି ସେମନର୍ ନିକ କାମର୍ ଲାଗି ସେମନ୍କେ ବାଚିରଇତା, ତାର୍ ଜିବନ୍ ଦୁକାନି ସତ୍ ଜିବନ୍ ଦୁକାନି ନ ଅଇତା ।
ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
କାଇକେ ନାପାର୍ଲାଇ ? କାଇକେବଇଲେ ସେମନ୍ ପର୍ମେସର୍କେ ବିସ୍ବାସ୍ ନ କର୍ତେ ନିୟମ୍ ମାନ୍ବାକେ ଚେସ୍ଟା କଲାଇ ଆରି ତାର୍ ମୁଆଟେ ଦରମ୍ ବଲାଇ ଅଇବାକେ ବାବ୍ଲାଇ । ଏଟାର୍ଲାଗି ବାଟେ ଗାଡିରଇବା ବଡ୍ ପାକ୍ନାଟାନେ ଟେସାଇଅଇଲା ଲକ୍ମନର୍ପାରା ଅଇଗାଲା ।