2 ଜଦି ଅବ୍ରାଆମ୍ ନିଜର୍ କରିରଇବା କାମେଅନି ସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇତା, ସେ ବଡ୍ପନ୍ କାତା କଇପାର୍ତା । ମାତର୍ ସେଟା ପରମେସରର୍ ମୁଆଟେ ଅଇ ନାପାରେ ।
କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।
ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
ମୁଇ ତମର୍ଟାନେ ଅନି କାଇକେ ବୁତି ନେଇନାଇ ବଇଲେ, ଜେନ୍ତାରିକି ତମର୍ ଟାନେ ରଇବା ବିନ୍ ପେରିତ୍ମନ୍ ବଡ୍ପନ୍ ଅଇକରି, ଆମେ ପର୍ମେସର୍ ପାଇ କର୍ବା କାମ୍ ସମାନ୍ ଆଚେ ବଲି କଇନାପାରତ୍ ।
ମୁଇ ବଡ୍ପନ୍ ଅଇ କାତା ଅଇବାକେ ମନ୍ କରିନାଇ । ଜଦି ସେନ୍ତି କର୍ବାର୍ ଆଲେ, ମକେ ଗଟିରଇବା, ଦୁକ୍ କସ୍ଟ ବିସଇନେଇ ମୁଇ ବଡ୍ପନ୍ ଅଇବି । ସେନ୍ତାର୍ଆଲେ ମୁଇ କେତେ ଦୁର୍ବଲ୍ ଆଚି ବଲି ତମେ ଜାନ୍ସା ।
ଏଟା ସବୁ ଲେକିକରି ତମେ ଆମ୍କେ ଆରିତରେକ୍ ଏ ଲକ୍ ନିକ ବଲିକରି କୁଆଇଅଇବାକେ ଆମେ ମନ୍ କରୁନାଇ । ମାତର୍ ଆମେ ଆସା କର୍ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍ କଲୁନି । ଆରି ଜନ୍ ଲକ୍ମନ୍ ନିକ ଗୁନ୍ ନ ମାନିକରି, ବାଇରେ ଡିସ୍ବା ବିସଇଟାନେ ବଡ୍ପନ୍ ଅଇବାଇ, ସେମନ୍କେ ବୁଜାଇପାରାସ୍ ।
ମାତର୍ ଦରମ୍ ସାସ୍ତରେ ଲେକା ଆଚେ, ସବୁ ମୁନୁସ୍ ଜାତି ପାପର୍ ତଲେ ଆଚତ୍, ସେଟାର୍ ପାଇ କିରିସ୍ଟ ବିସ୍ବାସିମନ୍, ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲାର୍ ପାଇ ସପତର୍, ଆସିର୍ବାଦ୍ ପାଇବାଇ ।
ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।
ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି ।