ରମିୟ 4:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଏ ବିସଇ ସାସ୍ତରେ ଲେକାଆଚେ “ତକେ ଆମେ ସବୁ ବଁସର୍ ବାବା କରିଆଚୁ ।” ପରମେସରର୍ ଇସାବେ ଏ କାତା ଦେଲାଟା ଟିକ୍ ରଇଲା, କାଇକେ ବଇଲେ ଜନ୍ ପରମେସର୍କେ ଅବ୍ରାଆମ୍ ବିସ୍ବାସ୍ କର୍ତେ ରଇଲା, ସେ ପର୍ମେସରର୍ ବାକିଅ ମଲା ଲକ୍ମନ୍କେ ଜିବନ୍ କର୍ସି ଆରି କାଇଟା ନଇଲାତେଇଅନି ସବୁ ବିସଇ ତିଆର୍ କର୍ସି । အခန်းကိုကြည့်ပါ။ |
ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।