1 ଆମର୍ ବାବା ଅବ୍ରାଆମର୍ ବିସଇନେଇ କାଇଟା ବଲି କଉଁ ? ସେ ଆମର୍ ଜିଉଦି ବଁସର୍ ଆନିଦାଦି ରଇଲା । ସେ କେନ୍ତି ଦରମ୍ ବଲାଇ ଅଇଲା ?
ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି ।
ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି ? ଏ କାତାର୍ ଅରତ୍ କାଇଟା ?”
ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି ? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି ?”
ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ ।
ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
ଇତି ଗଟେକ୍ ପର୍ସନ୍ ଅଇପାରେ, “ଆମର୍ କାରାପ୍ ଚଲାଚଲ୍ତି, ପରମେସରର୍ ଦରମ୍କେ ଚିନାଇ ଦେଇସି ବଇଲେ, ସେ ଆମ୍କେ ଡଣ୍ଡ୍ଦେଇ ଅନିଆଇ କଲାନି ବଲି କଇପାରିଅଇସି କି ?
“ ସେଟାର୍ପାଇ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।”
ସେନ୍ତିଆଲେ କାଇଟା କଉଁ ? ପରମେସରର୍ ଜିବନ୍ଦୁକାନି ଆରି ଅଦିକ୍ ମିଲ୍ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍ତି କରୁ କି ?
ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍ ଆଚେ କି ? ସେଟା ସତଇସେ ନଏଁ । ମାତର୍ ପାପ୍ କାଇଟା ? ସେଟା, ମକେ ନିୟମ୍ ଜାନାଇଦେଲା ଆଚେ । “ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ଏ ଆଦେସ୍ ଜଦି ନିୟମ୍ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍ତି ।
ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ?
ସେମନ୍ ଜଦି ଆମେ ଏବ୍ରି ବଁସର୍ ଲକ୍ ବଇଲେ, ମୁଇ ମିସା ତେଇର୍ଟାସେ, ଜଦି ଆମେ ଇସ୍ରାଏଲର୍ ନାତିତିତି ବଇଲେ, ମୁଇ ମିସା ତେଇର୍ ଗଟେକ୍ । ଅବ୍ରାଆମ୍ ଆମର୍ ଆନିଦାଦି ବଇଲେ, ସେ ମର୍ ମିସା ଆନିଦାଦି ।
ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ?