ରମିୟ 3:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ସେନ୍ତାର୍ଆଲେ “ଆସା, ଆମେ କାରାପ୍ କାମ୍ କରୁ ଜେନ୍ତାରି କି ତେଇଅନି ନିକ ବିସଇ ବାରଇସି” ବଲି କଇଅଇସି କି ? ନାଇ, କଇ ନଏ । ମୁଇ ସମାନ୍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍ ମକେ ଇଜତ୍ ଜିକ୍ଲାଇନି । ସେମନ୍ ସେଟାର୍ ପାଇ ଜନ୍ ଡଣ୍ଡ୍ ପାଇବାର୍ ରଇଲାଇ, ସତଇସେ ପାଇବାଇ । အခန်းကိုကြည့်ပါ။ |
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।