13 ସେମନର୍ କାତା କଇବାଟାନେ ଅଦିକ୍ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍ ଗାଲାପାରା ମିଚ୍ କାତା ବାରଇଲାନି । ଜିବ୍ତଲେ ନାଗ୍ ସାପର୍ ବିସ୍ ପାରା ଆଚେ ।
ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
କେବେ ନାଇ । ମୁନୁସ୍ମନ୍ ସବୁ ଲକ୍ ମିଚୁଆ ଅଇଲେ ମିସା, ପରମେସର୍ ସତ୍ସେ । ସାସ୍ତରେ ଲେକା ଆଚେ, “ତମର୍ ବାକିଅ ଅନି ତମେସେ ସତ୍ ବଲି ଚିନାଇ ଉଆ, ତମେ ବିଚାର୍ କରାଇ ଅଇଲାବେଲେ ଜିତି କରି ରୁଆ ।”