12 ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।
କେ ମିସା ଗିଆନ୍ ରଇବା ଲକ୍ ନାଇ । ସତଇସେ ପରମେସର୍କେ ଉପାସନା କର୍ବା ଲକ୍ ନାଇ ।
ସେମନର୍ କାତା କଇବାଟାନେ ଅଦିକ୍ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍ ଗାଲାପାରା ମିଚ୍ କାତା ବାରଇଲାନି । ଜିବ୍ତଲେ ନାଗ୍ ସାପର୍ ବିସ୍ ପାରା ଆଚେ ।
ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା ।
ଆଗ୍ତୁ ତମେ ବାଟ୍ ବାନା ଅଇଲା ମେଣ୍ଡାପାରା ରଇଲାସ୍, ମାତର୍ ଏବେ ସେ ତମ୍କେ ଡାକି ଆନିଆଚେ । ସେ ଆକା ତମ୍କେ ଜତନ୍କରି ତମର୍ ଆତ୍ମାମନ୍କେ ଜାଗ୍ଲାନି ।