ରମିୟ 3:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତେବେ ଜିଉଦି ନଇଲା ଲକ୍ମନର୍ତେଇଅନି ଜିଉଦିମନର୍ ଅଦିକ୍ ସୁବିଦା କାଇଟା ? ସୁନତ୍ କଲେ କାଇ ଲାବ୍ ? အခန်းကိုကြည့်ပါ။ |
ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”