ରମିୟ 2:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 ଜେ ମନ୍ ବିତ୍ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍ ମନ୍ ବିତ୍ରର୍ ବିସଇ । ସେଟା ସୁକଲ୍ ଆତ୍ମାର୍ କାମ୍ । ଲେକ୍ଲା ନିୟମ୍ ସେଟା କରିନାପାରେ । ଏନ୍ତାରି ଲକ୍ ଲକ୍ମନର୍ଟାନେଅନି ଡାକ୍ପୁଟା ନ ପାଏ, ମାତର୍ ପରମେସର୍ଅନି ପାଇସି । အခန်းကိုကြည့်ပါ။ |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।