28 ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ ।
ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, “ଏଦେ ଦେକା ! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।”
ତମେମନ୍ ତେବେ ? ନିଜ୍କେ ଜିଉଦି ବଲାଇଅଇଲାସ୍ନି, ନିୟମ୍କେ ଆସାକରି ଆରି ପରମେସର୍ ସଙ୍ଗ୍ ମିସାବିଡା କର୍ବାଟା ନେଇ ବଡ୍ପନ୍ ଅଇଲାସ୍ନି,
କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ ।
ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।
ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ ।