26 ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ?
ଜିସୁ ତାକେ କଇଲା, “ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।” ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
ଜଦି ତମେ ନିୟମ୍ ମାନ୍ଲେ, ତମର୍ ସୁନତ୍ ଅଇବାଟା ଟିକ୍ ଆଚେ । ଜଦି ନିୟମ୍ ନ ମାନ୍ଲେ ସୁନତ୍ ନ ଅଇଲା ଲକ୍ମନର୍ ସଙ୍ଗ୍ ସମାନ୍ ।
ସେଟାର୍ ପାଇ ଗାଗ୍ଡେ ସୁନତ୍ ନ ଅଇରଇଲା ଜିଉଦି ନ ଅଇଲା ଲକ୍ମନ୍, ନିୟମ୍ ମାନିକରି ତମର୍ ବିଚାର୍ କର୍ବାଇ, କାଇକେ ବଇଲେ ତମେ ଗାଗ୍ଡେ ସୁନତ୍ ଅଇ ନିୟମ୍ ପାଇରଇଲେ ମିସା, ସେଟା ନାମାସ୍ ନାଇ ।
ପରମେସର୍ ଗଟେକ୍ସେ । ଜିଉଦି ଆରି ଜିଉଦିନଇଲା ଲକର୍ ପାଇ ସମାନ୍ । ସେମନର୍ ବିସ୍ବାସ୍ ପାଇ ସେମନ୍କେ ଦରମ୍ ଲକ୍ ଇସାବେ ବାଚ୍ସି ।
ଆମେ ଜେନ୍ତାରି କି ନିୟମର୍ ସବୁ ଆଦେସ୍ ମାନିକରି ରଇବୁ, ସେଟାର୍ ପାଇ ପର୍ମେସର୍ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍ ଚଲାଚଲ୍ତି ନ କରି ସୁକଲ୍ଆତ୍ମାର୍ ବାଟେ ଇଣ୍ଡ୍ଲେସେ ଏନ୍ତି କରିଅଇସି ।
କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ ।