25 ଜଦି ତମେ ନିୟମ୍ ମାନ୍ଲେ, ତମର୍ ସୁନତ୍ ଅଇବାଟା ଟିକ୍ ଆଚେ । ଜଦି ନିୟମ୍ ନ ମାନ୍ଲେ ସୁନତ୍ ନ ଅଇଲା ଲକ୍ମନର୍ ସଙ୍ଗ୍ ସମାନ୍ ।
ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
କାଇକେବଇଲେ ଲକ୍ମନ୍ ଉଜେ ନିୟମ୍ ସୁନ୍ଲେସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ନାପାରତ୍, ମାତର୍ ନିୟମ୍ ନାମ୍ଲେସେ ଅଇପାରତ୍ ।
ପରମେସରର୍ ନିୟମ୍ ମିଲାଇଆଚୁ ବଲି ବଡ୍ପନ୍ ଦେକାଇଲାସ୍ନି, ମାତର୍ ସେଟାକେ ଏଡିଦେଇକରି ତାକେ ଲାଜ୍ କରାଇଲାସ୍ନି କି ?
ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ?
ସେଟାର୍ ପାଇ ଗାଗ୍ଡେ ସୁନତ୍ ନ ଅଇରଇଲା ଜିଉଦି ନ ଅଇଲା ଲକ୍ମନ୍, ନିୟମ୍ ମାନିକରି ତମର୍ ବିଚାର୍ କର୍ବାଇ, କାଇକେ ବଇଲେ ତମେ ଗାଗ୍ଡେ ସୁନତ୍ ଅଇ ନିୟମ୍ ପାଇରଇଲେ ମିସା, ସେଟା ନାମାସ୍ ନାଇ ।
ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ ।
ଲକ୍ମନ୍ ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ନାଇ, ପର୍ମେସରର୍ ଆଦେସ୍ ମାନ୍ବାଟାସେ ମୁକିଅ ।
କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ ।
କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।