23 ପରମେସରର୍ ନିୟମ୍ ମିଲାଇଆଚୁ ବଲି ବଡ୍ପନ୍ ଦେକାଇଲାସ୍ନି, ମାତର୍ ସେଟାକେ ଏଡିଦେଇକରି ତାକେ ଲାଜ୍ କରାଇଲାସ୍ନି କି ?
ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
ମୁଇ ତମର୍ ବିରଦେ ପର୍ମେସର୍ତେଇ ଦସି କର୍ବି ବଲି ତମେ ବାବାନାଇ । ତମେ ଜନ୍ଟା ମସାର୍ ତେଇ ଆସା କରିଆଚାସ୍ ସେ ସେ ତମର୍ ବିରଦେ ଦସି କଲାନି ।
ତମେମନ୍ ତେବେ ? ନିଜ୍କେ ଜିଉଦି ବଲାଇଅଇଲାସ୍ନି, ନିୟମ୍କେ ଆସାକରି ଆରି ପରମେସର୍ ସଙ୍ଗ୍ ମିସାବିଡା କର୍ବାଟା ନେଇ ବଡ୍ପନ୍ ଅଇଲାସ୍ନି,
ସବୁ ରକାମର୍ ଲାବ୍ ଆଚେ । ତେବେ ପର୍ତୁମ୍, ପରମେସର୍ ତାର୍ କବର୍ ଜାନାଇବା ଦାଇତ୍ ଜିଉଦିମନର୍ ଆତେ ଦେଲା ଆଚେ ।
ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି ? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି ? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା ।