ରମିୟ 16:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ତମେ ପର୍ମେସରର୍ ଆଦେସ୍ ମାନ୍ଲାସ୍ନି ବଲି ତାର୍ ସୁବ୍କବର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ । ସେଟାର୍ ପାଇ ମୁଇ ବେସି ସାର୍ଦା । ମୁଇ ମନ୍ କଲିନି, ତମେ ସତ୍ ବିସଇତେଇ ଗିଆନି ଉଆ ଆରି କାରାପ୍ ବିସଇତେଇ ବୁଡି ରୁଆନାଇ । အခန်းကိုကြည့်ပါ။ |