ରମିୟ 16:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।