11 ମର୍ ସଙ୍ଗର୍ ଜିଉଦି ଏରଦିୟନ୍ ଆରି ନାରସିସର୍ ଗରେ ରୁଣ୍ଡ୍ବା ବିସ୍ବାସି ବାଇବଇନିମନ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
ମାପ୍ରୁର୍ ସେବାଇ ଲାଗିରଇଲା ତିରିପନ୍ ଆରି ତିରିପସା ଆରି ମାପ୍ରୁର୍ ପାଇ ବେସି କସ୍ଟ ପଡିରଇବା ଆଲାଦର୍ ପର୍ସିସ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
ମର୍ ସଙ୍ଗ୍ ମିସିକରି କାମ୍କର୍ବା ସଙ୍ଗାରି ତିମତି, ଆରି ଆମର୍ ଜିଉଦି ବାଇମନ୍ ଲୁକିଅ, ଜାସନ୍ ଆରି ସପିପାତ୍ର ତମ୍କେ ଜୁଆର୍ ଜାନାଇଲାଇନି ।
ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
କାଇକେବଇଲେ ମର୍ ରକତ୍ ମାଉଁସ୍ ରଇବା ଜିଉଦି ବାଇବଇନିମନ୍ କିରିସ୍ଟକେ ବିସ୍ବାସ୍ କରତ୍ ନାଇ । ଜଦି ଏଟା ଅଇପାର୍ସି, ତେବେ ମୁଇ ମନ୍ କଲିନି, ନିଜେ ତାକର୍ ପାଇ ପରମେସରର୍ଟାନେ ସାଇପ୍ ପାଇକରି, କିରିସ୍ଟର୍ତେଇ ଅନି ବେଗଲ୍ବି ବଲି ।