4 କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ ।
ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।
ସେଟାର୍ପାଇ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ ।