32 ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ଆମେ ଜେଡେବେଲେ ପାନି ଜାଜେ ବସି ଇଟାଲି ଜିବାକେ ଟିକ୍ କଲାଇ, ସେଡ୍କିବେଲେ କେତେଟା ବନ୍ଦି ଅଇଲା ଲକ୍କେ ଆରି ପାଉଲ୍କେ ରମିୟ ସନିଅମନର୍ ସେନାପତି ଜୁଲିୟସ୍କେ ସର୍ପି ଅଇଲାଇ ।
ମୁଇ ଜାନିଆଚି, ତମର୍ଟାନେ କେଟ୍ଲାବେଲେ କିରିସ୍ଟର୍ ପୁରାପୁରୁନ୍ ଆସିର୍ବାଦ୍ନେଇ ମୁଇ ଆଇବି ।
ତମ୍କେ ଜେନ୍ତି ସାର୍ଦା କରାଇଲାଇ, ମକେ ମିସା ସେନ୍ତି ସାର୍ଦା କରାଇଲାଇ । ଏନ୍ତାରି ଲକ୍ମନ୍କେ ନାମ୍ବାର୍ ଆଚେ ।
ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି ।
ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ । ଅବ୍କା ଆମେସେ ସାର୍ଦା ଅଇଲୁ ସେତ୍କି ନଏଁ, ମାତର୍ ତିତସ୍ ସାର୍ଦା ଅଇଲାଟା ଦେକିକରି ମିସା ଆମେ ସାର୍ଦା ଅଇଲୁ । ତମେ ସବୁ ତାକେ ସାର୍ଦା କରାଇଲାକେ ସେ ମିସା ସାର୍ଦା ଅଇରଇଲା ।
ଅନିସିପର୍ ଆରି ତାର୍ କୁଟୁମ୍କେ ମାପ୍ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍ବାକେ ଲାଜ୍ ଅଏନାଇ । ତାର୍ ବାଦୁଲେ ସେ ତର୍କେ ତର୍ ଆସି ମକେ ସାର୍ଦା କରାଇଲା ।
ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ ।
ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ ।